Work
Kishorachandranana Champu
wd:Q15723887
କିଶୋରଚନ୍ଦ୍ରାନନ ଚମ୍ପୂ (ବା କିଶୋରଚନ୍ଦ୍ରାନନ୍ଦ ଚମ୍ପୂ ) କବିସୂର୍ଯ୍ୟ ବଳଦେବ ରଥଙ୍କ ରଚିତ ଏକ ପୁରାତନ ଓଡ଼ିଆ ସାହିତ୍ୟ ରଚନା । ଏହି ଗ୍ରନ୍ଥରେ ବଳଦେବ ହରି ଓ ରାଧାଙ୍କ ପ୍ରେମଳୀଳା ବର୍ଣ୍ଣନା କରିଛନ୍ତି । ଗଦ୍ୟ ଏବଂ ପଦ୍ୟର ସମ୍ମିଶ୍ରଣ ଏହି ଚମ୍ପୂଟିର ସମଗ୍ର ଗଦ୍ୟାଂଶ ସଂସ୍କୃତ ଭାଷାରେ ରଚିତ ହୋଇଥିବା ବେଳେ କବିତା ଗୁଡିକ ଓଡ଼ିଆରେ ରଚନା କରାଯାଇଛି ।
Read more or edit on Wikipedia
language: Odia
Ebooks:
on Wikisource

Public
nothing here