ପ୍ରଭଞ୍ଜନ

original language:  Odia

ପ୍ରଭଞ୍ଜନ ମନୋଜ ଦାସଙ୍କ ରଚିତ ଏକ ଉପନ୍ୟାସ ।ଏହି ପୁସ୍ତକଟିକୁ କଟକର ବିଦ୍ୟାପୁରୀ ପ୍ରକାଶଶୀ ପ୍ରକାଶ କରିଥିଲେ । ଏହା ତାଙ୍କ ଇଂରାଜୀରେ ରଚିତ ସାଇକ୍ଳୋନର ଓଡ଼ିଆ ରୂପାନ୍ତର ଅଟେ । ଲେଖକ ଏହାକୁ ଇଂରାଜୀରେ ଲେଖିବାବେଳେ ଏହାକୁ ପୁଣି ଥରେ ଓଡ଼ିଆରେ ପୁନର୍ଲିଖନ କରିବାକୁ ପଡ଼ିବ ବୋଲି ସେ ଚିନ୍ତା କରିନଥିଲେ । କାରଣ ଲେଖକ ଭାବିଥିଲେ ଏହି ପଟ୍ଟଭୂମି ଓଡ଼ିଆ ପାଠକଙ୍କ ପାଇଁ ନୂଆ ହେବନାହିଁ କିନ୍ତୁ ପାଠକ ଓ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ସେ ନିଜେ ଏହାକୁ ଓଡ଼ିଆରେ ପୁଣି ଥରେ ଲେଖିଥିଲେ । Source: Wikipedia (or)

Editions
No editions found

Work - wd:Q15724678

Welcome to Inventaire

the library of your friends and communities
learn more
you are offline