ମାଗୁଣିର ଶଗଡ଼
Original language: Odia
ଏହି ଲେଖାଟି ଗୋଦାବରୀଶ ମହାପାତ୍ରଙ୍କ ଲିଖିତ କାହାଣୀ ମାଗୁଣିର ଶଗଡ଼ ବାବଦରେ । ଅନ୍ୟ ବ୍ୟବହାର ନିମନ୍ତେ ମାଗୁଣିର ଶଗଡ଼ (କଥାଚିତ୍ର) ଦେଖନ୍ତୁ । ମାଗୁଣିର ଶଗଡ଼ ଗୋଦାବରୀଶ ମହାପାତ୍ରଙ୍କ ରଚିତ ଏକ ଓଡ଼ିଆ ଗଳ୍ପ । ଗାଁକୁ ମଟର ଚାଳିତ ବସ ଆସିବା ଯୋଗୁ ଶଗଡ଼ ଚାଳକ ମାଗୁଣିର ଅବସ୍ଥା କିପରି ହୁଏ, ଏହି ବିଷୟବସ୍ତୁକୁ ନେଇ ଉପନ୍ୟାସଟି ଲିଖିତ । ଏହି କାହାଣୀକୁ ନେଇ ୨୦୦୧ ମସିହାରେ ପ୍ରଫୁଲ୍ଲ ମହାନ୍ତି ଏକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । Source: Wikipedia (or)
Editions
No editions found
Comments
There is nothing here
Lists
There is nothing here
Work -