Desha Kala Patra

first publication date:  1992
original language:  Odia

"ଦେଶ କାଳ ପାତ୍ର" ହେଉଛି ଜଗନ୍ନାଥ ପ୍ରସାଦ ଦାସଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଐତିହାସିକ ପୁସ୍ତକ । ଏହା ମୁଖ୍ୟତଃ ଊ‍‍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଘଟିଯାଇଥିବା ପ୍ରଧାନ ପ୍ରଧାନ ଘଟଣାବଳୀ ଉପରେ ଆଧାରିତ ଏବଂ ଉପ‍ନ୍ୟାସ ଶୈଳୀରେ ଲିଖିତ ଅଟେ । ଏହାର ପ୍ରକାଶକ ହେଉଛନ୍ତି କଟକର ଫ୍ରେଣ୍ଡ୍‍‍ସ ପବ୍ଲିଶର୍ସ । ଏହାର ପ୍ରଥମ ସଂସ୍କରଣ ୧୯୯୨ ମସିହାରେ ପ୍ରକାଶ ପାଇଥିଲା ଓ ୨୦୧୪ ମସିହାରେ ପଞ୍ଚମ ସଂସ୍କରଣରେ ପହଞ୍ଚିଥିଲା | Source: Wikipedia (or)

Editions
No editions found

Work - wd:Q26047352

Welcome to Inventaire

the library of your friends and communities
learn more
you are offline