Suryasnata Tripathy

country of citizenship:  India
native language:  Odia
languages spoken, written or signed:  Odia
occupation:  poet
award received:  Yuva Puraskar

ସୂର୍ଯ୍ୟସ୍ନାତ ତ୍ରିପାଠୀ (ଜନ୍ମ: ୧୯୯୧), ଜଣେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକ । ୨୦୧୭ ମସିହାରେ ନିଜ ପୁସ୍ତକ, "ଏ ସମ୍ପର୍କ ଏମିତି" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ । ସୂର୍ଯ୍ୟସ୍ନାତ କବିତା, ନାଟକ ରଚନା ସହିତ ଚଳଚ୍ଚିତ୍ର ନିର୍ମାଣ ଓ ସଂଳାପ ରଚନାରେ ରୁଚି ରଖନ୍ତି । ସୂର୍ଯ୍ୟସ୍ନାତ, ୧୯୯୧ ମସିହାରେ କଟକ ଜିଲ୍ଲାର ୪୨ ମୌଜା ଅନ୍ତର୍ଗତ ଶିଶୁଆ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ୨୦୦୬ରେ ସେ ନୂଆବଜାର ହାଇସ୍କୁଲରୁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରି ମାଟ୍ରିକ ପାସ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରେ ପଢିବାବେଳେ, ଅଧ୍ୟାପିକା ମାଳବିକା ରାୟଙ୍କ ନିର୍ଦ୍ଦେଶରେ ସେ ମହାବିଦ୍ୟାଳୟର ପତ୍ରିକା ସୂର୍ଯ୍ୟସ୍ନାନ ପାଇଁ କବିତା ଲେଖିଥିଲେ । ସେହି କବିତା ଥିଲା ତାଙ୍କର ପ୍ରଥମ ପ୍ରକାଶିତ କବିତା । ସେ ହାଇଦ୍ରାବାଦରେ କାସ୍ ନାମକ ନାଟ୍ୟ ସଂସ୍ଥା ସହିତ ଜଡ଼ିତ । ଏହି ସଂସ୍ଥା ପାଇଁ ସେ ହିନ୍ଦୀ ଓ ଇଂରାଜୀରେ ନାଟକ ଲେଖନ୍ତି । ସେ ଏବେ ଆଇଆଇଟି ହାଇଦ୍ରାବାଦରେ ସେ ଇଲେକ୍ଟ୍ରିକାର ଇଞ୍ଜିନିୟରିଂରେ ପିଏଚଡ଼ି କରୁଛନ୍ତି । Source: Wikipedia (or)

Series

There is nothing here

Create a new serie

Articles

There is nothing here

Human - wd:Q30504002

Welcome to Inventaire

the library of your friends and communities
learn more
you are offline