Ahnika

genre:  poetry
original language:  Odia

ଆହ୍ନିକ ଜଗନ୍ନାଥ ପ୍ରସାଦ ଦାସଙ୍କ ରଚିତ ଏକ କବିତା ସଙ୍କଳନ । ଏହା କବିଙ୍କ ଷଷ୍ଠ କବିତା ସଂକଳନ ଓ ୧୯୯୦ ମସିହାରେ ପ୍ରକାଶିତ ହୋଇଥିଲା । ଜଗନ୍ନାଥ ପ୍ରସାଦ ଦାସଙ୍କୁ ଏଥି ପାଇଁ ୨୦୦୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହି ପୁସ୍ତକଟିକୁ ହୃଷିକେଶ ପଣ୍ଡା "Diurnal Rites and Other Poems" ନାମରେ ଇଂରାଜୀରେ ଅନୁବାଦ କରିଛନ୍ତି । Source: Wikipedia (or)

Editions
No editions found

Work - wd:Q31316549

Welcome to Inventaire

the library of your friends and communities
learn more
you are offline